୨୦ରୁ ସବୁ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି

Apr 18, 2026 - 13:28
 0  2
୨୦ରୁ ସବୁ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି

ଆସନ୍ତା ୨୦ ତାରିଖରୁ ଛୁଟି ହେବ ରାଜ୍ୟର ସମସ୍ତ ବିଦ୍ୟାଳୟ ଏବଂ  ଅଙ୍ଗନବାଡ଼ି କେନ୍ଦ୍ର। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ପ୍ରଶାସନ।ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଜାରି ରହିବ ଏହି ନିଷ୍ପତ୍ତି।​​​​​​​ଓଡ଼ିଶାରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ,ଏହାକୁ ଦୃଷ୍ଟିରେ ରଖି ନିଜ ନିଜ ଅଞ୍ଚଳରେ ଥିବା ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି କିଛି ଜିଲ୍ଲାର ଜିଲ୍ଲାପାଳ। 

What's Your Reaction?

like

dislike

love

funny

angry

sad

wow