୩ ଦିନ ପରେ ସାମାନ୍ୟ କମିଲା ସୁନା ଦର

୩ ଦିନ ପରେ ସାମାନ୍ୟ କମିଲା ସୁନା ଦର । ଆଜି ଭାରତରେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ମୂଲ୍ୟ ୬୩,୫୦୦ ଟଙ୍କା ହୋଇଥିବା ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ରହିଛି ୬୯,୨୭୦ ଟଙ୍କା । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ୧୦ ଗ୍ରାମ ପ୍ରତି ସୁନା ଦର ୬୩,୫୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦାମ ୬୯,୨୭୦ ଟଙ୍କା ହୋଇଛି ।ତେବେ ଆଗାମୀ ଦିନରେ ସୁନା ଦର ବୃଦ୍ଧି ହେବ ବୋଲି କହିଛନ୍ତି ବିଶେଷଜ୍ଞଗଣ।ଅନ୍ୟପଟେ କିଲୋଗ୍ରାମ ପିଛା ୮୨ ହଜାର ଟଙ୍କା ରୂପା ମୂଲ୍ୟ।
What's Your Reaction?






