ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦିଏ ଷ୍ଟ୍ରବେରି

Jul 4, 2024 - 11:53
 0  9
ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦିଏ ଷ୍ଟ୍ରବେରି

ହୃଦୟ ସ୍ୱାସ୍ଥ୍ୟ ବଜାୟ ରଖିବାରେ ସହାୟକ ହୋଇପାରେ ଷ୍ଟ୍ରବେରି ଏକ ଅଧ୍ୟୟନରେ କୁହାଯାଇଛି ଯେ, ପ୍ରତିଦିନ ଷ୍ଟ୍ରବେରି ଖାଇବା ଦ୍ୱାରା କଗ୍ନିଟିଭ ବା ମସ୍ତିଷ୍କ ବିକାଶ, ଉଚ୍ଚ ଆଣ୍ଟିଅକ୍ସିଡାଣ୍ଟ କ୍ଷମତା ଏବଂ ରକ୍ତଚାପକୁ ଠିକ ରଖିଥାଏ ବୟସ୍କଙ୍କ କ୍ଷେତ୍ରରେ ଖାଦ୍ୟରେ ଷ୍ଟ୍ରବେରୀ ଯୁକ୍ତ କରିବାର ଆବଶ୍ୟକତା ରହିଛି

ଷ୍ଟ୍ରବେରୀରେ ଅନେକ ପ୍ରକାର ପୋଷକ ତତ୍ତ୍ବ ଭରପୁର ରହିଛି ଆମକୁ ଦୈନିକ ଆବଶ୍ୟକ ହେଉଥିବା ଭିଟାମିନ୍-ସି ଆବଶ୍ୟକତାର ଶତ ପ୍ରତିଶତ ଯୋଗାଇବା ସହିତ ଷ୍ଟ୍ରବେରୀରେ ହୃଦୟ-ସୁସ୍ଥ ପୋଷକ ତତ୍ତ୍ୱ ଯେପରିକି ଫୋଲେଟ୍, ପୋଟାସିୟମ୍, ଫାଇବର, ଫାଇଟୋଷ୍ଟେରଲ୍ ଏବଂ ପଲିଫେନୋଲ୍ ଥାଏ।

ଆଲଜାଇମର ଡିମେନ୍ସିଆର ଆଶଙ୍କା ହ୍ରାସ କରିପାରେ ମଧ୍ୟ ଷ୍ଟ୍ରବେରୀ ସହାୟକ। ଷ୍ଟ୍ରବେରିରେ ଫାଇବର ଥାଏ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ପାଇଁ ଷ୍ଟ୍ରବେରି ଭଲ କାମ କରେ ଷ୍ଟ୍ରବେରିରେ ଭିଟାମିନ୍-ସି ମଧ୍ୟ ଥାଏ ଷ୍ଟ୍ରବେରି ମଧ୍ୟ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ

What's Your Reaction?

like

dislike

love

funny

angry

sad

wow