ଆଜି ବି ଇଭିଏମ ଉପରେ ମୋର ଭରସା ନାହିଁ : ଅଖିଳେଶ ଯାଦବ

Jul 2, 2024 - 13:50
 0  1
ଆଜି ବି ଇଭିଏମ ଉପରେ ମୋର ଭରସା ନାହିଁ : ଅଖିଳେଶ ଯାଦବ

ଧନ୍ୟବାଦ ପ୍ରସ୍ତାବ ଉପରେ ମତ ରଖି ସମସ୍ତ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଖିଳେଶ ଯାଦବ ୧୫ ଅଗଷ୍ଟ ଭାରତର ସ୍ୱାଧୀନତା ଦିବସ ଏବଂ ଜୁନ୍ ସାମ୍ପ୍ରଦାୟିକ ରାଜନୀତିରୁ ସ୍ୱାଧୀନତାର ଦିବସ ଦେଶ କାହାର ବ୍ୟକ୍ତିଗତ ଆଂକାକ୍ଷାରେ ନୁହେଁ ବରଂ ଜନ ଆକାଂକ୍ଷାରେ ଚାଲିବ କେବଳ ଏତିକି ନୁହେଁ ଇଭିଏମକୁ ନେଇ ସଂସଦରେ ବଡ ବୟାନ ରଖିଛନ୍ତି ଅଖିଳେଶ ଯାଦବ ନିର୍ବାଚନ କମିଶନ ଭଳି ସଂସ୍ଥା ନିରପେକ୍ଷ ହେଲେ ହିଁ ଭାରତର ଗଣତନ୍ତ୍ର ମଜବୁତ ହେବ ଏପରିକି ଆଜି ବି ଇଭିଏମ ଉପରେ ମୋର ଭରସା ନାହିଁ ଉତ୍ତରପ୍ରଦେଶର ୮୦ରୁ ୮୦ ଆସନ ଜିତିଗଲେ ମଧ୍ୟ ଇଭିଏମ ଉପରେ ଭରସା ଆସିବନି ଆମେ ନିର୍ବାଚନରେ କହିଥିଲୁ ଇଭିଏମରେ ଜିତିବୁ ଏବଂ ଇଭିଏମକୁ ହଟାଇବୁ ଅଗ୍ନିବୀର ଯୋଜନାକୁ ନେଇ କହିଛନ୍ତି, ଅଗ୍ନିବୀର ଯୋଜନା ସାହାରାରେ ସୀମାର ସୁରକ୍ଷା କରାଯାଇ ପାରିବନି ଇଣ୍ଡିଆ ମେଣ୍ଟର ସରକାର ଆସିଲେ, ଅଗ୍ନିବୀର ଯୋଜନାକୁ ବନ୍ଦ କରିବାକୁ କାମ କରିବ।

What's Your Reaction?

like

dislike

love

funny

angry

sad

wow