ଆସନ୍ତାକାଲି ପ୍ରକାଶ ପାଇବ କେଜ୍ରିୱାଲଙ୍କ ଜାମିନ ଆବେଦନର ରାୟ।

Sep 12, 2024 - 15:36
 0  2
ଆସନ୍ତାକାଲି ପ୍ରକାଶ ପାଇବ କେଜ୍ରିୱାଲଙ୍କ ଜାମିନ ଆବେଦନର ରାୟ।

ଆସନ୍ତାକାଲି ପ୍ରକାଶ ପାଇବ କେଜ୍ରିୱାଲଙ୍କ ଜାମିନ ଆବେଦନର ରାୟ। ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ସଂରକ୍ଷିତ ରଖିଥିଲେ ରାୟ। ଗତ ସେପ୍ଟେମ୍ବର ୫ ତାରିଖରେ ସୁପ୍ରିମ୍‌କୋର୍ଟ ଦୁଇ ବିଚାରପତି ସୂର୍ଯ୍ୟକାନ୍ତ ଓ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟକୁ ରଖିଥିଲେ ସଂରକ୍ଷିତ । ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘବୀ ରଖିଥିଲେ କେଜ୍ରିୱାଲଙ୍କ ପକ୍ଷ । କେଜ୍ରିୱାଲ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇର ଗିରଫଦାରୀକୁ ସୁପ୍ରିମକୋର୍ଟରେ କରିଥିଲେ ଚ୍ୟାଲେଞ୍ଜ ।

What's Your Reaction?

like

dislike

love

funny

angry

sad

wow