କେଦାରନାଥ ଯାତ୍ରା ମାର୍ଗରୁ ୩ ଜଣଙ୍କ ମୃତଦେହ ଉଦ୍ଧାର

Aug 16, 2024 - 12:26
 0  3
କେଦାରନାଥ ଯାତ୍ରା ମାର୍ଗରୁ ୩ ଜଣଙ୍କ ମୃତଦେହ ଉଦ୍ଧାର

କେଦାରନାଥ ଯାତ୍ରା ମାର୍ଗର ଲିଞ୍ଚୋଲିରେ ଭଗ୍ନାବଶେଷ ତଳେ ପୋତି ହୋଇ ରହିଥିବା ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଜୁଲାଇ ୩୧ ତାରିଖରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଯୋଗୁଁ ତିନିଜଣଙ୍କ ମୃତ୍ୟୁ ହୋଇଥିବା କରାଯାଉଛି ଆଶଙ୍କା। ଖବର ପାଇ ଏସଡିଆରଏଫ ଟିମ୍ ପହଞ୍ଚି ୩ ଜଣଙ୍କ ମୃତଦେହ କରିଛନ୍ତି ଉଦ୍ଧାର । ମୃତଦେହକୁ ବାହାର କରି ଜିଲ୍ଲା ପୁଲିସକୁ କରାଯାଇଛି ହସ୍ତାନ୍ତର । ଘଟଣାର ତଦନ୍ତ ଚଳାଇଛି ଜିଲ୍ଲା ପୁଲିସ ।

What's Your Reaction?

like

dislike

love

funny

angry

sad

wow