ଶନିବାରଠାରୁ ଦେଶବ୍ୟାପୀ ଡାକ୍ତରଙ୍କ ୨୪ ଘଣ୍ଟିଆ ଆନ୍ଦୋଳନ।

Aug 16, 2024 - 12:49
 0  4
ଶନିବାରଠାରୁ ଦେଶବ୍ୟାପୀ ଡାକ୍ତରଙ୍କ ୨୪ ଘଣ୍ଟିଆ ଆନ୍ଦୋଳନ।

ଶନିବାରଠାରୁ ଦେଶବ୍ୟାପୀ ଡାକ୍ତରଙ୍କ ୨୪ ଘଣ୍ଟିଆ ଆନ୍ଦୋଳନ। କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ କରାଯିବ ଆନ୍ଦୋଳନ।  ଜରୁରିକାଳୀନ ସେବାକୁ ବାଦ୍ ଦେଇ ବନ୍ଦ ରହିବ ସବୁ ଓପିଡି । ଏ ନେଇ ଭାରତୀୟ ମେଡିକାଲ ସଂଘ ପକ୍ଷରୁ ମିଳିଛି ସୂଚନା। ତେବେ ଏହି ଘଟଣାର ସିବିଆଇ ତଦନ୍ତ ନିର୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ। ମଙ୍ଗଳବାର ହାଇକୋର୍ଟ ଘଟଣା ତଦନ୍ତ ଭାର ତୁରନ୍ତ ସିବିଆଇକୁ ହସ୍ତାନ୍ତର କରିବା ଲାଗି ରାଜ୍ୟ ପୁଲିସକୁ ଦେଇଛନ୍ତି ନିର୍ଦେଶ ।

What's Your Reaction?

like

dislike

love

funny

angry

sad

wow