ପୁଣେ କାର୍‌ ଦୁର୍ଘଟଣା: ଅଭିଯୁକ୍ତଙ୍କ ମା’ ଗିରଫ

ପୁଣେ କାର୍‌ ଦୁର୍ଘଟଣା: ଅଭିଯୁକ୍ତଙ୍କ ମା’ ଗିରଫ

ପୁଣେ ପୋଲିସ ପୋର୍ସ କାର୍‌ ଦୁର୍ଘଟଣା ମାମଲାରେ ଅଭିଯୁକ୍ତ ନାବାଳକଙ୍କ ମା’ ଶିବାନୀ ଅଗ୍ରଓ୍ବାଲଙ୍କୁ ଗିରଫ କରିଛି ପୋଲିସ୍। କାରଣ ନାବାଳକଙ୍କ ରକ୍ତ ନମୂନା ତାଙ୍କ ମା’ଙ୍କ ରକ୍ତ ନମୂନା ସହ ଅଦଳବଦଳ କରାଯାଇଥିବା ମିଳିଛି ସୂଚନା। ଦୁଇ ଦିନ ପୂର୍ବେ ଏନେଇ ସ୍ଥାନୀୟ ଅଦାଲତରେ ସୂଚନା ଦେଇଥିଲା ପୋଲିସ