ଖୋଲିଲା ଶ୍ରୀମନ୍ଦିର ଚାରି ଦ୍ବାର

Jun 13, 2024 - 12:41
 0  6
ଖୋଲିଲା ଶ୍ରୀମନ୍ଦିର  ଚାରି ଦ୍ବାର

ଗତକାଲି ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ପରେ ଆଜି ଶ୍ରୀମନ୍ଦିରରେ  ଭକ୍ତଙ୍କ ପାଇଁ  ଖୋଲିଛି ଚାରି ଦ୍ବାର । ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଦୁଇ ଉପମୁଖ୍ଯମନ୍ତ୍ରୀ କେଭି ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କରିଛନ୍ତି  ଦର୍ଶନ   ।  ୪ ଦ୍ୱାର ଖୋଲିବା ପରେ  ବିନା ବାଧାରେ  ଶ୍ରୀମନ୍ଦିରକୁ ପ୍ରବେଶ କରି ଭକ୍ତ କରୁଛନ୍ତି ଶ୍ରୀଜିଉଙ୍କ ଦର୍ଶନ । 

What's Your Reaction?

like

dislike

love

funny

angry

sad

wow