ନୂଆ ଦଳର ନାଁ ଘୋଷଣା କଲେ ମହମ୍ମଦ ମୋକିମ

Jan 27, 2026 - 12:43
 0  8
ନୂଆ ଦଳର ନାଁ ଘୋଷଣା କଲେ ମହମ୍ମଦ ମୋକିମ

ମହମ୍ମଦ ମୋକିମଙ୍କ ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’। ସୋମବାର ବସିଥିବା ବୈଠକରେ ଆଲୋଚନା ପରେ ନାଁ ଚୂଡ଼ାନ୍ତ ହୋଇଥିବା ମିଳିଛି ସୂଚନା। ଆସନ୍ତା ମାର୍ଚ୍ଚ ସୁଦ୍ଧା ଦଳ ଗଠନ ସମ୍ପୂର୍ଣ୍ଣ ପ୍ରକ୍ରିୟା ସମାପ୍ତ ପରେ ଘୋଷଣା ହେବ ଦଳର ନାମ।ବର୍ତ୍ତମାନ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିନୁ,ତେଣୁ ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି ମୋକିମ।ସେହିପରି ଆଗକୁ ନିର୍ବାଚନ ରହିଥିବା ବେଳେ ମୋକିମ କହିଛନ୍ତି ଯେ, ଦଳ ଗଠନ ପରେ ପୌର ଓ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କରିବୁ କାମ  ।ଓଡ଼ିଶା କୈନ୍ଦ୍ରିକ ପାର୍ଟି ହୋଇ ଓଡ଼ିଆ ଲୋକଙ୍କ ପାଇଁ କାମ କରିବ ଏହି ନୂଆ ଦଳ । 

What's Your Reaction?

like

dislike

love

funny

angry

sad

wow