ପିଇଓ ସୁରେନ୍ଦ୍ର ଭତ୍ତାଙ୍କୁ ବାନ୍ଧିଲା ଭିଜିଲାନ୍ସ

Dec 22, 2024 - 13:22
 0  5
ପିଇଓ ସୁରେନ୍ଦ୍ର ଭତ୍ତାଙ୍କୁ ବାନ୍ଧିଲା ଭିଜିଲାନ୍ସ

ପ୍ରାୟ କୋଟିଏ ଟଙ୍କା ଆତ୍ମସାତ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ତୁରୁଡ଼ି ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁରେନ୍ଦ୍ର ଭତ୍ରାଙ୍କୁ ଗିରଫ କରିଛି ଭିଜିଲାନ୍ସ। ତୁରୁଡ଼ିହି ପଞ୍ଚାୟତରେ ୬୫ ଲକ୍ଷ ଟଙ୍କା ଆତ୍ମସାତ୍‌ ଅଭିଯୋଗରେ ପ୍ରଥମେ ସେପ୍ଟେମ୍ବରରେ କୁନ୍ଦେଇ ଥାନାରେ ହୋଇଥିଲା ଅଭିଯୋଗ । ପରେ ପିଇଓ ଭତ୍ରାଙ୍କୁନିଲମ୍ବନ କରିଥିଲେ ଜିଲାପାଳ । ଏବେ ଆଉ ଦୁଇ ପଞ୍ଚାୟତର ୫୦ ଲକ୍ଷରୁ ଊର୍ଦ୍ଧ୍ୱ ସରକାରୀ ଟଙ୍କା ଆତ୍ମସାତ୍‌ ଅଭିଯୋଗରେ ସମ୍ପୃକ୍ତ ନିଲମ୍ବିତ ପିଇଓଙ୍କୁ ଗିରଫ କରିଛି ନବରଙ୍ଗପୁର ଭିଜିଲାନ୍ସ। କୋରାପୁଟ ଜିଲା ଜୟପୁରସ୍ଥିତ ଭିଜିଲାନ୍ସ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଅଟକ ରଖି କରାଯାଉଛି ପଚରାଉଚରା ।

What's Your Reaction?

like

dislike

love

funny

angry

sad

wow