ବାଚସ୍ପତିଙ୍କ ପୋଡ଼ିୟକୁ ଚଢ଼ିବା ସହିତ ମାଇକକୁ ଟଣାଓଟରା କରିଲେ ବିରୋଧୀ

Aug 23, 2024 - 13:41
 0  4
ବାଚସ୍ପତିଙ୍କ ପୋଡ଼ିୟକୁ ଚଢ଼ିବା ସହିତ ମାଇକକୁ ଟଣାଓଟରା କରିଲେ ବିରୋଧୀ

ଆଜି ବିଧାନସଭାରେ ଦେଖିବାକୁ ମିଳିଛି ବିରୋଧୀଙ୍କ ବିଶୃଙ୍ଖଳିତ ଆଚରଣ । ବାଚସ୍ପତିଙ୍କ ପୋଡ଼ିୟକୁ ଚଢ଼ିବା ସହିତ ମାଇକକୁ ଟଣାଓଟରା କରିଥିଲେ ସୋରୋ ବିଧାୟକ ମାଧବ ଧଡ଼ା, ଦେବଗଡ଼ ବିଧାୟକ ରୋମାଞ୍ଚ ବିଶ୍ୱାଳ ଓ ବିଶ୍ୱରଞ୍ଜନ ମଲ୍ଲିକ ପ୍ରମୁଖ । ମଦ ମୃତ୍ୟୁ ମାମଲାରେ ମୁଲତବୀ ପ୍ରସ୍ତାବ ଆଗତ କରି ମଧ୍ୟ ବିରୋଧୀ ତାହାର ଆଲୋଚନା କରିବା ପରିବର୍ତ୍ତେ  କରିଛନ୍ତି ହଙ୍ଗାମା। ଯାହାକୁ ତୀବ୍ର ନିନ୍ଦା କରିଛି ବିଜେପି । ଏହି ମାମଲାରେ  ବିରୋଧୀ ଆଲୋଚନା କରିବାକୁ ଚାହିଁ ନାହନ୍ତି ବୋଲି କହିଛନ୍ତି ବିଜେପି ବିଧାୟକ । ମହିଳା ବାଚସ୍ପତିଙ୍କୁ ସମ୍ମାନ ଦେବା ଶିଖିନାହାନ୍ତି, ଯାହାକି ଅତ୍ୟନ୍ତ ନିନ୍ଦନୀୟ କଥା । ସତ୍ୟର ସାମ୍ନା କରିବାକୁ ବିରୋଧୀ ଡରୁଛନ୍ତି ବୋଲି କହିଛନ୍ତି ବିଜେପି ବିଧାୟକ । 

What's Your Reaction?

like

dislike

love

funny

angry

sad

wow