ବିଶ୍ବ ଚେସ୍‌: ପୁଣି ଡ୍ର’ ରଖିଲେ ଗୁକେଶ

Nov 27, 2026 - 13:19
ବିଶ୍ବ ଚେସ୍‌: ପୁଣି ଡ୍ର’ ରଖିଲେ ଗୁକେଶ

ଚଳିତ ବିଶ୍ୱ ଚେସ୍ପ୍ରତିଯୋଗିତାରେ ଭାରତୀୟ ଗ୍ରାଣ୍ଡମାଷ୍ଟର ତଥା ବିଶ୍ବ ବିଜେତା ଡି ଗୁକେଶ ଚମତ୍କାର ରକ୍ଷଣାତ୍ମକ ଖେଳ ଜାରି ରଖିଛନ୍ତି।ପ୍ରତିଦ୍ବନ୍ଦ୍ବୀ ଉଜବେକିସ୍ତାନର ଜାଭୋଖିର ସିନ୍ଦାରୋଭ ବିପକ୍ଷ ଏହି ଫାଇନାଲ୍‌ର ପ୍ରଥମ ଦୁଇ ଗେମ୍‌ ଭଳି ତୃତୀୟ ଗେମ୍‌ ମଧ୍ୟ ଡ୍ର’ରେ ଶେଷ ହୋଇଛି। 

ଚଳିତ ବିଶ୍ୱ ଚେସ୍ପ୍ରତିଯୋଗିତାରେ ଭାରତୀୟ ଗ୍ରାଣ୍ଡମାଷ୍ଟର ତଥା ବିଶ୍ବ ବିଜେତା ଡି ଗୁକେଶ ଚମତ୍କାର ରକ୍ଷଣାତ୍ମକ ଖେଳ ଜାରି ରଖିଛନ୍ତି। ପ୍ରତିଦ୍ବନ୍ଦ୍ବୀ ଉଜବେକିସ୍ତାନର ଜାଭୋଖିର ସିନ୍ଦାରୋଭ ବିପକ୍ଷ ଏହି ଫାଇନାଲ୍‌ର ପ୍ରଥମ ଦୁଇ ଗେମ୍‌ ଭଳି ତୃତୀୟ ଗେମ୍‌ ମଧ୍ୟ ଡ୍ର’ରେ ଶେଷ ହୋଇଛି। ୬୦ ଚାଲ୍‌ ପରେ ଏହି ମ୍ୟାଚ୍‌ ଡ୍ର ରହିଥିଲା। ଫଳରେ ଉଭୟ ଖେଳାଳି ଏବେ ୧.୫-୧.୫ ପଏଣ୍ଟ ସମାନ ସ୍ଥିତିରେ ଅଛନ୍ତି। ଶନିବାର ଚତୁର୍ଥ ଗେମ୍‌‌ ଖେଳାଯିବ। ଏଥିରେ ଗୁକେଶ ଧଳା ଗୋଟିରେ ଖେଳିବେ। 

What's Your Reaction?

like

dislike

love

funny

angry

sad

wow