ବୃଦ୍ଧି ପାଉଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର
ବୃଦ୍ଧି ପାଉଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ।ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ପ୍ରବେଶ କରୁଛି ୨ ଲକ୍ଷ ୩୨ ହଜାର ୧୮୦ ଘନଫୁଟ ବନ୍ୟାଜଳ।ଫଳରେ ୬୧୨.୬୫ ଫୁଟରେ ପହଞ୍ଚିଲାଣି ଜଳସ୍ତର। ବିଭିନ୍ନ କେନାଲ ଓ ପାୱାର କେନାଲ ଦେଇ ୩୯ ହଜାର ୫୮୮ ଘନଫୁଟ ବନ୍ୟାଜଳ ହେଉଛି ନିଷ୍କାସନ। ଆସନ୍ତାକାଲି ବର୍ଷର ପ୍ରଥମ ବନ୍ୟାଜଳ କରାଯିବ ନିଷ୍କାସନ ।
What's Your Reaction?