ବୃଦ୍ଧି ପାଉଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର

Jul 27, 2024 - 08:56
 0  1
ବୃଦ୍ଧି ପାଉଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର

ବୃଦ୍ଧି ପାଉଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ।ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ପ୍ରବେଶ କରୁଛି ୨ ଲକ୍ଷ ୩୨ ହଜାର ୧୮୦ ଘନଫୁଟ ବନ୍ୟାଜଳ।ଫଳରେ ୬୧୨.୬୫ ଫୁଟରେ ପହଞ୍ଚିଲାଣି ଜଳସ୍ତର।  ବିଭିନ୍ନ କେନାଲ ଓ ପାୱାର କେନାଲ ଦେଇ ୩୯ ହଜାର ୫୮୮ ଘନଫୁଟ ବନ୍ୟାଜଳ ହେଉଛି ନିଷ୍କାସନ।  ଆସନ୍ତାକାଲି ବର୍ଷର ପ୍ରଥମ ବନ୍ୟାଜଳ କରାଯିବ ନିଷ୍କାସନ ।

What's Your Reaction?

like

dislike

love

funny

angry

sad

wow