ଭାରତୀୟ ସେନା ଉପରେ ଫାରୁକ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ

Aug 12, 2024 - 11:40
 0  3
ଭାରତୀୟ ସେନା ଉପରେ  ଫାରୁକ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ

ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା ଭାରତୀୟ ସେନା ଉପରେ ଦେଲେ ବିବାଦୀୟ ପ୍ରତିକ୍ରିୟା। ସେ କହିଛନ୍ତି ଯେ ଭାରତୀୟ ସେନା ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ରହିଛି ଭିତିରିଆ ସଂପର୍କ। ସୀମାରେ ବ୍ୟାପକ ସେନା ମୁତୟନ ସତ୍ତ୍ୱେ ଆତଙ୍କବାଦୀମାନେ କିପରି ଅନୁପ୍ରବେଶ କରିବାରେ ସକ୍ଷମ ହେଲେ ବୋଲି ପ୍ରଶ୍ନ କରିଛନ୍ତି ଅବଦୁଲ୍ଲା ।ଶତ୍ରୁଙ୍କ ସହ ହାତମିଳାଇଛି  ସେନା । ସେଥିପାଇଁ ଅନୁପ୍ରବେଶ କରିବାରେ ସକ୍ଷମ ହେଉଛନ୍ତି  ଆତଙ୍କବାଦୀମାନେ।ଏମାନେ ସମସ୍ତେ ସଲାସୁତୁରା କରିଛନ୍ତି ବୋଲି ସେ ବିବାଦୀୟ ଟିପ୍ପଣ୍ଣୀ ଦେଇଛନ୍ତି ।

What's Your Reaction?

like

dislike

love

funny

angry

sad

wow