ଭିଜିଲାନ୍ସ ଜାଲରେ ସେମିଳିଗୁଡା ଫରେଷ୍ଟର ନିରଞ୍ଜନ ଶତପଥୀ

On allegations of possessing assets disproportionate to his known sources of income, the Vigilance Department has conducted simultaneous raids at five locations, including the official residence and office, of Forester Niranjan Satapathy, who is working at the Semiliguda Forest Range Office. During the search at his Jharpada residence, a large quantity of gold and silver ornaments, expensive wristwatches, and cash were seized. Niranjan Satapathy was promoted from Forest Guard to Forester. The Vigilance authorities are investigating how a comparatively low-paid forester was able to acquire such a huge amount of assets.

Dec 26, 2025 - 13:59
 0  1
ଭିଜିଲାନ୍ସ ଜାଲରେ ସେମିଳିଗୁଡା ଫରେଷ୍ଟର ନିରଞ୍ଜନ ଶତପଥୀ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସେମିଳିଗୁଡ଼ା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ।ତାଙ୍କ ଝାରପଡ଼ା ଘରୁ ବହୁ ସୁନା ରୁପା ଗହଣା, ଦାମୀ ଘଣ୍ଟା, ନଗଦ ଟଙ୍କା ହୋଇଛି ଜବତ । ଫରେଷ୍ଟ ଗାର୍ଡରୁ ଫରେଷ୍ଟର ହୋଇଛନ୍ତି ନିରଞ୍ଜନ ଶତପଥୀ  ।ସ୍ବଳ୍ପ ଦରମାଭୋଗୀ ଜଣେ ସାଧାରଣ ଫରେଷ୍ଟର କେମିତି ଏତେ ସଂପତ୍ତି ଅର୍ଜନ  କଲେ, ତାର ଖୋଳତାଡ଼ କରୁଛି ଭିଜିଲାନ୍ସ।

What's Your Reaction?

like

dislike

love

funny

angry

sad

wow