ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ

Severe cold conditions are set to return to the state, with people of Odisha likely to be badly affected by the cold wave. From tomorrow, the Meteorological Department has issued a warning for biting cold along with dense fog in various districts for the next five days. There is no possibility of any significant change in night temperatures over the next seven days. Meanwhile, the government has also issued advisories for safe travel due to dense fog conditions.

Dec 24, 2025 - 14:39
 0  1
ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ

ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ଶୀତ ପ୍ରକୋପରେ କଲବଲ ହେବେ ଓଡିଶାବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ଘନକୁହୁଡ଼ି ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୭ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ନାହିଁ ସମ୍ଭାବନା।ଅନ୍ୟପକ୍ଷେ ଘନ କୁହୁଡ଼ିରେ ସୁରକ୍ଷିତ ଭାବେ ଯାତାୟାତ ପାଇଁ ସତର୍କତା ଜାରି କରିଛନ୍ତି ସରକାର  । 

What's Your Reaction?

like

dislike

love

funny

angry

sad

wow