ରେଳ ବୋର୍ଡ଼ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ସତୀଶ କୁମାର

Aug 28, 2024 - 13:05
 0  1
ରେଳ ବୋର୍ଡ଼ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ସତୀଶ କୁମାର

ଇଣ୍ଡିଆନ୍ ରେଲୱେ ମ୍ୟାନେଜମେଣ୍ଟ ସର୍ଭିସର ଅଧିକାରୀ ସତୀଶ କୁମାର ରେଳ ବୋର୍ଡ଼ର ନୂତନ ଅଧ୍ୟକ୍ଷ ତଥା ସିଇଓ ଭାବେ ହୋଇଛନ୍ତି ନିଯୁକ୍ତ ।ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି  କେନ୍ଦ୍ର କ୍ୟାବିନେଟ ନିଯୁ୍‌କ୍ତି କମିଟି । ୧୯୮୬ ବ୍ୟାଚ୍ ସତୀଶ କୁମାର ନେବେ ବର୍ତ୍ତମାନର ଅଧ୍ୟକ୍ଷ ଜୟା ବର୍ମା ସିହ୍ନାଙ୍କ ସ୍ଥାନ। ଅଗଷ୍ଟ ୩୧ରେ ତାଙ୍କ କାର୍ଯ୍ୟକାଳ ହେବ ଶେଷ। ରେଳ ବୋର୍ଡ଼ର ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ବୋର୍ଡ଼ର ଇତିହାସରେ ପ୍ରଥମ ଥର ପାଇଁ ଅନୁସୁଚିତ ଜାତି କୋଟାରୁ କେହି ଜଣେ ଶୀର୍ଷ ପଦରେ ହୋଇଛନ୍ତି ନିଯୁକ୍ତ। ତେବେ ସେପ୍ଟେମ୍ବର ୧ ତାରିଖରେ ସତୀଶ କାର୍ଯ୍ୟଭାର ସମ୍ଭାଳିବେ ବୋଲି ହେଉଛି ଚର୍ଚ୍ଚା।

What's Your Reaction?

like

dislike

love

funny

angry

sad

wow