ସୁନ୍ଦରଗଡ ଗଣହତ୍ୟା ମାମଲା ; ୭ ଅଭିଯୁକ୍ତ ଗିରଫ

Nov 22, 2024 - 12:01
 0  4
ସୁନ୍ଦରଗଡ ଗଣହତ୍ୟା ମାମଲା ; ୭ ଅଭିଯୁକ୍ତ ଗିରଫ

ବହୁ ଚର୍ଚ୍ଚିତ କରମଡିହି ଯାଯାବର ଗଣହତ୍ୟା ମାମଲାରେ ସୁନ୍ଦରଗଡ଼ ପୋଲିସକୁ ମିଳିଛି ବଡ ସଫଳତା ।କର୍ଣ୍ଣାଟକ ଓ ମହରାଷ୍ଟ୍ରରୁ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗତ ଅକ୍ଟୋବର ୨୯ ତାରିଖରେ ସୁନ୍ଦରଗଡ଼  ସଦର ଥାନା କରମଡ଼ିହି ଗୀତପଡ଼ାର ଏକ ପଡ଼ିଆରେ ଅସ୍ଥାୟୀ ଟେଣ୍ଟରେ ଶୋଇଥିବା ବେଳେ ୫ ଜଣଙ୍କୁ ହତ୍ୟା କରି ଫେରାର ମାରିଥିଲେ ଅଭିଯୁକ୍ତ। ତିନି ଜଣ ମହିଳାଙ୍କ ସମେତ ୫ ଜଣଙ୍କୁ କରାଯାଇଥିଲା ହତ୍ୟା ।

What's Your Reaction?

like

dislike

love

funny

angry

sad

wow