୨୦୨୪-୨୫ ଆର୍ଥିକ ବର୍ଷର ସର୍ଭେ ରିପୋର୍ଟ ସଂସଦରେ ହେଲା ଉପସ୍ଥାପିତ
୨୦୨୪-୨୫ ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ହେଲା ଉପସ୍ଥାପିତ। ଆର୍ଥିକ ବର୍ଷ ୨୦୨୫ ଲାଗି ଅଭିବୃଦ୍ଧି ଲକ୍ଷ୍ଯ ରହିଛି ୬.୫ରୁ ୭ ପ୍ରତିଶତ। ଆର୍ଥିକ ବର୍ଷ ୨୦୨୪ ଲାଗି ଆର୍ଥିକ ଅଭିବୃଦ୍ଧି ଲକ୍ଷ୍ଯ ରହିଛି ୮.୨ ପ୍ରତିଶତ। ଆର୍ଥିକ ବର୍ଷ ୨୦୨୫ରେ ରିଜର୍ଭ ବ୍ଯାଙ୍କ ୪.୫ ପ୍ରତିଶତ ମୁଦ୍ରାସ୍ଫୀତି ଆକଳନ କରିଥିବା କହିଛନ୍ତି ନିର୍ମଳା ସୀତାରମଣ। ବର୍ତ୍ତମାନ ନିୟନ୍ତ୍ରଣକୁ ଆସିଛି ମୁଦ୍ରାସ୍ଫୀତି । ସରକାର ସ୍ବୀକାର କରୁଛନ୍ତି ଯେ ବର୍ତ୍ତମାନ କେତେକ ଖାଦ୍ଯପଦାର୍ଥର ଦର ମୁଦ୍ରାସ୍ଫୀତି ହାର ବଢିଛି।
What's Your Reaction?