ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି

Aug 29, 2024 - 12:46
 0  2
ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି

ଗୃହରେ ବିରୋଧୀଙ୍କ ହଟ୍ଟଗୋଳ । ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି । ଗୃହରେ ବିଜେଡି ବିଧାୟକଙ୍କୁ କହିବାର ସୁଯୋଗ ଦିଆଯାଉନଥିବା ହୋଇଛି ଅଭିଯୋଗ । ବାଚସ୍ପତିଙ୍କ ପୋଡ଼ିୟମ ଆଗରେ ବିଜେଡି ବିଧାୟକଙ୍କ ହଟ୍ଟଗୋଳ । ମୁଲତବୀ ପ୍ରସ୍ତାବ ଗ୍ରହଣ ନହେବାରୁ ବିଜେଡି ବିଧାୟକଙ୍କ ହଙ୍ଗାମା ।

What's Your Reaction?

like

dislike

love

funny

angry

sad

wow