ଆଜି ବୃଦ୍ଧି ପାଇଛି ସୁନାର ଦର

ଆଜି ବୃଦ୍ଧି ପାଇଛି ସୁନାର ଦର। ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ରହିଛି ୭୩,୨୬୦ ଟଙ୍କା । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ରହିଛି ୬୭,୧୬୦ ଟଙ୍କା । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୬,୭୧୬ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୫୩,୭୨୮ ଟଙ୍କା ରହିଛି। କଟକରେ ମଧ୍ୟ ସୁନା ଦରରେ ଦେଖିବାକୁ ମିଳିଛି ପରିବର୍ତ୍ତନ। ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୭,୧୬୦ ଟଙ୍କା ରହିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୬,୭୧୬ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ରହିଛି ୫୩,୭୨୮ ଟଙ୍କା। ଏହାଛଡା ହ୍ରାସ ପାଇଛି ରୁପା ଦର। ଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୯୩ ଟଙ୍କା ରହିଥିବା ବେଳେ ୮ ଗ୍ରାମ୍ ପିଛା ୭୪୭ ଟଙ୍କା, ୧୦୦ ଗ୍ରାମ୍ ପିଛା ୯,୩୪୦ ଓ ୧ କେଜି ପିଛା ୯୩,୪୦୦ ଟଙ୍କା ରହିଛି ।
What's Your Reaction?






