ଗତ ଦୁଇଦିନ ଧରି ଉତ୍ତରପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା ବାୟୁ ପ୍ରବାହିତ ହେଉଥିବାରୁ ଦୃଷ୍ଟାନ୍ତ ମୂଳକ ହ୍ରାସ ଘଟିଛି  ଦିନ ତାପମାତ୍ରା

ଗତ ଦୁଇଦିନ ଧରି ଉତ୍ତରପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା ବାୟୁ ପ୍ରବାହିତ ହେଉଥିବାରୁ ଦୃଷ୍ଟାନ୍ତ ମୂଳକ ହ୍ରାସ ଘଟିଛି  ଦିନ ତାପମାତ୍ରା

ଗତ ଦୁଇଦିନ ଧରି ଉତ୍ତରପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା ବାୟୁ ପ୍ରବାହିତ ହେଉଥିବାରୁ ଦୃଷ୍ଟାନ୍ତ ମୂଳକ ହ୍ରାସ ଘଟିଛି  ଦିନ ତାପମାତ୍ରା। ହେଲେ ତାରିଖରୁ ଏକ ପଶ୍ଚିମା ଝଡ଼ ଉତ୍ତରପଶ୍ଚିମ ଭାରତକୁ ପ୍ରଭାବିତ କରିବାର ରହିଛି  ସମ୍ଭାବନା । ଆଉ ଏହି ଥଣ୍ଡା ବାୟୁର ପ୍ରଭାବ କମିବା ସହ ରାଜ୍ୟରେ ବୃଦ୍ଧି ହୋଇପାରେ ତାପମାତ୍ରା। ଆଗାମୀ ୨୪ ଘଣ୍ଟା ପରେ, ପରବର୍ତ୍ତୀ ୪ଦିନ ମଧ୍ୟରେ ରାଜ୍ୟରେ ରୁ ୪ଡ଼ିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧିର ସମ୍ଭାବନା  ରହିଛି । ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ପ୍ରକାଶ ପାଇଥିବା ଆକଳନରେ ଆଗାମୀ ଦୁଇ  ସପ୍ତାହ ଅର୍ଥାତ୍ ୨୦ ମାର୍ଚ୍ଚ ଯାଏଁ  ଗ୍ରୀଷ୍ମପ୍ରବାହର ମଧ୍ୟ ରହିଛି  ସମ୍ଭାବନା।