ମା ହେଲା ସିଂହୀ ବିଜଲୀ

Aug 29, 2024 - 13:41
 0  1
ମା ହେଲା ସିଂହୀ ବିଜଲୀ

ନନ୍ଦନକାନନ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନରେ ପୁଣି ମା ହେଲା ସିଂହୀ ବିଜଲୀ। ଆଜି ୪ଟି ସାବକ ଜନ୍ମ ଦେଇଛି ସିଂହୀ ବିଜଲୀ । ବିଜଲୀ ୪ଟି ସାବକ ଜନ୍ମ ହେବା ପରେ ନନ୍ଦନକାନନରେ ୨୬କୁ ବୃଦ୍ଧି ଘଟିଛି ସିଂହ ସଂଖ୍ୟା। ଉଭୟ ମା ଓ ଶାବକ ପ୍ରାଣୀ ଉଦ୍ୟାନ ଚିକିତ୍ସାଳୟର ଫିଡିଙ୍ଗ ଚାମ୍ବରରେ ଥିବାବେଳେ ସେମାନଙ୍କୁ ରଖାଯାଇଛି ସିସିଟିଭି ନଜରରେ। ଯେପରି କୌଣସି ଅସୁବିଧା ନ ଘଟେ ସେଥିପ୍ରତି ନଜର ରଖି୍ଥିବା କହିଛନ୍ତି କତୃପକ୍ଷ।

What's Your Reaction?

like

dislike

love

funny

angry

sad

wow