କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ରୁକୁ ସୁନାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ

Jul 8, 2024 - 16:50
 0  1
କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ରୁକୁ ସୁନାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ

ଓଡିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ରୁକୁ ସୁନାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ । ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟସ କମିଶନ ସଂଘ ପକ୍ଷରୁ କ୍ୟାପିଟାଲ ଥାନାରେ କରାଯାଇଛି ଅଭିଯୋଗ  । ଏହି ଦୁଇଜଣ କଣ୍ଠଶିଳ୍ପୀ ମହାପ୍ରଭୁ ଜଗନ୍ନାଥଙ୍କ ଭଜନକୁ କଦର୍ଥ କରି ଗାଇବାରୁ ଏପରି ଅଭିଯୋଗ ନେଇ ଇଣ୍ଟର ନ୍ୟାସନାଲ ହ୍ୟୁମାନ ରାଇଟସ କମିଶନ ସଂଘ ପକ୍ଷରୁ କ୍ୟାପିଟାଲ ଥାନାରେ କରାଯାଇଛି ମାମଲା ରୁଜୁ ।

What's Your Reaction?

like

dislike

love

funny

angry

sad

wow