ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସୂଚନା : ମାତ୍ର ଦୁଇ ଦିନରେ ରାଜ୍ୟକୁ ଆସିବ ଆଳୁ

Jul 27, 2024 - 09:10
 0  2
ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସୂଚନା  : ମାତ୍ର ଦୁଇ ଦିନରେ ରାଜ୍ୟକୁ ଆସିବ ଆଳୁ

ଦୂର ହେବ ଆଳୁ ଅଭାବ । ମାତ୍ର ଦୁଇ ଦିନରେ ରାଜ୍ୟକୁ ଆସିବ ଆଳୁ । ପଶ୍ଚିମବଙ୍ଗ ସରକାରଙ୍କ ସହ କଥା ହେବା ପରେ  ଖାଦ୍ୟ ଯୋଗାଣ ମନ୍ତ୍ରୀ ଦେଇଛନ୍ତି ଏହି ସୂଚନା । କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ୨୧ରୁ ୨୪ ତାରିଖ ଯାଏଁ ପଶ୍ଚିମବଙ୍ଗରେ ଚାଷୀ ଆନ୍ଦୋଳନ ଚାଲିଥିଲା । ତେଣୁ ଆଳୁ ଗାଡି ଆସିବାରେ ହୋଇଥିଲା ସମସ୍ୟା । ଏବେ ଚାଷୀ ଆନ୍ଦୋଳନ ବନ୍ଦ ରହିଛି। ସ୍ଥିତି ସ୍ୱାଭାବିକ ହେବାକୁ ଦିନ ଦୁଇ ଦିନ ଲାଗିବସମୟ । ସେପଟେ ହୋଲସେଲରେ ଆଳୁ ୨୭ ଟଙ୍କାରେ କିଣି ୩୨ ବିକ୍ରି କରିବା ପାଇଁ ପୁଣି ଦୋହରାଇଛନ୍ତି ମନ୍ତ୍ରୀ।

What's Your Reaction?

like

dislike

love

funny

angry

sad

wow