ଉପର ମୁଣ୍ଡରେ କମିଲା ବର୍ଷା : ବନ୍ଦ ହେଲା ହୀରାକୁଦ ଡ୍ୟାମର ୪ଟି ଗେଟ୍

Sep 15, 2024 - 13:44
 0  3
ଉପର ମୁଣ୍ଡରେ କମିଲା ବର୍ଷା : ବନ୍ଦ ହେଲା ହୀରାକୁଦ ଡ୍ୟାମର ୪ଟି ଗେଟ୍

ଉପର ମୁଣ୍ଡରେ କମିଲା ବର୍ଷା । ହୀରାକୁଦ ଡ୍ୟାମର ବନ୍ଦ ହେଲା ୪ଟି ଗେଟ୍ । ବର୍ଷା କମିବାରୁ ବନ୍ଦ କରାଯାଇଛି ଗେଟ୍ । ବର୍ତ୍ତମାନ ହୀରାକୁଦ ଡ୍ୟାମର ୧୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ପ୍ରବଳ ବର୍ଷା ଯୋଗୁଁ ପର୍ଯ୍ୟାୟ କ୍ରମେ ଖୋଲାଯାଇଥିଲା ୧୬ଟି ଗେଟ୍ ।

What's Your Reaction?

like

dislike

love

funny

angry

sad

wow