ବିଦ୍ୟୁତ ଆଘାତରେ ୧୦ ଶିଶୁ ହୋଇଛନ୍ତି ଗୁରୁତର ଆହତ ।

Jul 14, 2024 - 15:26
 0  2
ବିଦ୍ୟୁତ ଆଘାତରେ ୧୦ ଶିଶୁ ହୋଇଛନ୍ତି ଗୁରୁତର ଆହତ ।

ବିଦ୍ୟୁତ ଆଘାତରେ ୧୦ ଶିଶୁ ହୋଇଛନ୍ତି ଗୁରୁତର ଆହତ । ଗଞ୍ଜାମ ଜିଲା ଦିଗପହଣ୍ଡି ଅନ୍ତର୍ଗତ ଫାଶୀଗୁଡ଼ା ଗ୍ରାମରେ ଘଟିଛି ଏହି ଅଘଟଣ । ଅସୁସ୍ଥ ପିଲାମାନଙ୍କୁ ପ୍ରଥମେ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ପରେ ଗୁରୁତର ଥିବା ୪ ପିଲାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ କରାଯାଇଛି ସ୍ଥାନାନ୍ତର । ସୂଚନା ଅନୁସାରେ, ଗ୍ରାମରେ ଠାକୁରାଣୀ ଯାତ୍ରା ଚାଲିଥିବା ସମୟରେ ବିଦ୍ୟୁତ ତାର ଲାଗିଯିବା ଫଳରେ ଏଭଳି ଅଘଟଣ ଘଟିଛି । ସମସ୍ତ ପିଲାଙ୍କ ବୟସ ୭ରୁ ୧୨ ବର୍ଷ ମଧ୍ୟରେ ହେବ ବୋଲି ମିଳିଛି ସୂଚନା ।

What's Your Reaction?

like

dislike

love

funny

angry

sad

wow