ପୁଣି ଖୋଲିଲା ହୀରାକୁଦ ଡ୍ୟାମର ଆଉ ୮ଟି ଗେଟ୍

Aug 24, 2024 - 16:18
 0  5
ପୁଣି ଖୋଲିଲା ହୀରାକୁଦ ଡ୍ୟାମର ଆଉ ୮ଟି ଗେଟ୍

ଜଳସ୍ତର ବୃଦ୍ଧି ପାଇଁ ପୁଣି ଖୋଲିଲା ହୀରାକୁଦ ଡ୍ୟାମର ଆଉ ୮ଟି ଗେଟ୍ । ବର୍ତମାନ ମୋଟ୍ ୧୪ ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟା ଜଳ। ଡ୍ୟାମର ବାମ ପଟୁ ୯ଟି ଗେଟ ଓ ଡାହାଣ ପଟୁ ୫ଟି ଗେଟ ଦେଇ ବନ୍ୟାଜଳ କରାଯାଉଛି ନିଷ୍କାସନ। ଗେଟ୍ ଖୋଲାଯିବା ପାଇଁ ସ୍ଥାନୀୟ ଅଂଚଳରେ ଜାରି କରାଯାଇଛି ସତର୍କ ସୂଚନା। ଡ୍ୟାମର ଗେଟ୍ ଖୋଲାଯିବା ପରେ ବିଭିନ୍ନ ନଦୀରେ ବୃଦ୍ଧି ପାଇଛି ଜଳସ୍ତର। ବିଭିନ୍ନ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ଦିଆଯାଇଛି  ନିର୍ଦେଶ।

What's Your Reaction?

like

dislike

love

funny

angry

sad

wow