ଏଣିକି ଆଉ ଖୋଲା ବଜାରରେ ମିଳିବନି ଗ୍ୟାସ୍
ଏଣିକି ଆଉ ଖୋଲା ବଜାରରେ ମିଳିବନି ଗ୍ୟାସ୍ ।ଭରି ପାରିବେନି ୫ କେଜି ସିଲିଣ୍ଡର। ସେହିଭଳି ଗ୍ୟାସ ବିକ୍ରିକୁ ନେଇ ମଧ୍ୟ କରାଯାଇଛି ବଡ଼ ଘୋଷଣା। କେବଳ ଏଜେନ୍ସି ଲାଇସେନ୍ସ ଥିବା ବ୍ୟକ୍ତି ହିଁ ବିକ୍ରି କରିବେ ଗ୍ୟାସ । କଳାବଜାରୀକୁ ରୋକିବା ପାଇଁ କରାଯିବ E-Kyc ।ଦେଶରେ ଗ୍ୟାସ ସଙ୍କଟ ଭିତରେ ଏଭଳି ବଡ଼ ବୟାନ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର ।
What's Your Reaction?