ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ
The southwest monsoon has advanced into some parts of southern Odisha. Notably, the monsoon has reached Odisha earlier than the usual scheduled time. In the past, the monsoon had touched Odisha on May 28 in the year 1999 and on May 25 in the year 2009.

ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ । ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ହୋଇଛି ଅଗ୍ରସର । ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁଛି ମୌସୁମୀ ବାୟୁ ।୧୯୯୯ ମସିହାରେ ମେ’ ୨୮ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁଥିଲା । ସେହିଭଳି ୨୦୦୯ ମସିହାରେ ମେ’ ୨୫ ତାରିଖରେ ଓଡ଼ିଶା ଛୁଇଁଥିଲା ମୌସୁମୀ ।
What's Your Reaction?






