କାଜାଖସ୍ତାନରେ ବିମାନ ଦୁର୍ଘଟଣା, ୪୨ ଯାତ୍ରୀଙ୍କ ମୃତ୍ୟୁ

କାଜାଖସ୍ଥାନରେ ଆଜରବୈଜାନ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ । ଜରୁରୀ ଅବତରଣ ସମୟରେ ହିଁ ବିମାନଟିରେ ହଠାତ୍ ନିଁଆ ଲାଗି ଘଟିଥିଲା ବିସ୍ଫୋରଣ । ୭୦ ରୁ ଅଧିକ ଯାତ୍ରୀଙ୍କୁ ନେଇ ବାକୁରୁ ଗ୍ରଜନୀ ଯାଉଥିଲା ବିମାନଟି। ଏହି ଦୁର୍ଘଟଣାରେ ୪୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା କରାଯାଉଛି ଆଶଙ୍କା । ଘଟଣାସ୍ଥଳରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ।
What's Your Reaction?






