ଖଣ୍ଡଗିରି ମାଘ ମେଳାରେ ହେବନି ଅଶ୍ଳୀଳ ନୃତ୍ୟ
No obscene dance performances will be allowed at the Khandagiri Magha Mela. Jatra performances will be staged in a total of seven pandals. Around 100 CCTV cameras will be installed across the fair. Bhubaneswar Mayor Sulochana Das shared this information after a preparatory meeting held by the Bhubaneswar Municipal Corporation (BMC). While obscene dances have been strictly prohibited, additional police force will be deployed to prevent theft and maintain law and order. The Mayor also stated that all necessary arrangements will be made for the stay, food, and sanitation facilities of saints and ascetics attending the fair.
ଖଣ୍ଡଗିରି ମାଘ ମେଳାରେ ହେବନି ଅଶ୍ଳୀଳ ନୃତ୍ୟ । ମୋଟ ସାତୋଟି ପେଣ୍ଡାଲରେ ପରିବେଷଣ ହେବ ଯାତ୍ରା । ମେଳାରେ ଲାଗିବ ୧୦୦ଟି ସିସିଟିଭି । ବିଏମସିର ପ୍ରସ୍ତୁତି ବୈଠକ ପରେ ଏହି ସୂଚନା ଦେଇଛନ୍ତି ମେୟର ସୁଲୋଚନା ଦାସ । ଅଶ୍ଳୀଳ ନୃତ୍ୟକୁ ବାରଣ କରାଯାଇଥିବା ବେଳେ ଚୋରି ରୋକିବା ପାଇଁ ମୁତୟନ କରାଯିବ ଅଧିକ ପୋଲିସ ଫୋର୍ସ । ସେହିପରି ସାଧୁସନ୍ଥଙ୍କ ରହିବା, ଖାଇବା ଏବଂ ଶୌଚାଳୟ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା ନେଇ କହିଛନ୍ତି ମେୟର ।
What's Your Reaction?