ଲୋକସେବା ଭବନରେ ରିଲ୍ସ ପାଇଁ ମାର୍ଗଦର୍ଶିକା ଆଣିବ ଗୃହ ବିଭାଗ
Law Minister Prithviraj Harichandan has expressed concern over making reels inside Lok Seva Bhavan. He said that the Home Department will bring guidelines regarding making reels in Lok Seva Bhavan. Making reels inside Lok Seva Bhavan is not appropriate, whether it is done by employees working there or by outsiders. The minister clearly stated that there is no place for making reels inside Lok Seva Bhavan.
ଲୋକସେବା ଭବନରେ ରିଲ୍ସ କରିବାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ଲୋକସେବା ଭବନରେ ରିଲ୍ସ ପାଇଁ ମାର୍ଗଦର୍ଶିକା ଆଣିବ ଗୃହ ବିଭାଗ । ଲୋକସେବା ଭବନରେ ରିଲ୍ସ କରିବା ଠିକ୍ କଥା ନୁହେଁ, ସେ କାର୍ଯ୍ୟ କରୁଥିବା ବ୍ୟକ୍ତି ହୁଅନ୍ତୁ କି ବାହାର ଲୋକ। ଲୋକସେବା ଭବନରେ ରିଲ୍ସର କୌଣସି ଅବକାଶ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ।
What's Your Reaction?