ନୀଳଗିରିର ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
Former Nilgiri MLA Akshay Acharya
୭୬ ବର୍ଷ ବୟସରେ ନୀଳଗିରିର ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ ।ଦୀର୍ଘ ଦିନ ହେବ ସେ କର୍କଟ ରୋଗରେ ପୀଡ଼ିତ ହୋଇ ମୁମ୍ବାଇରେ ହେଉଥିଲେ ଚିକିତ୍ସିତ।ପୂର୍ବତନ ବିଧାୟକଙ୍କ ଦେହାନ୍ତରେ ନୀଳଗିରିରେ ଖେଳିଯାଇଛି ଶୋକର ଛାୟା । ୧୯୬୯ ମସିହାରେ ଭାରତୀୟ କଂଗ୍ରେସ ଯୋଗ ଦେଇଥିଲେ ଅକ୍ଷୟ ଆଚାର୍ଯ୍ୟ। ନୀଳଗିରି ଆସନରୁ କଂଗ୍ରେସ ଟିକଟରେ ସେ ଦୁଇ ଦୁଇ ଥର ବିଧାୟକ ଭାବେ ହୋଇଥିଲେ ନିର୍ବାଚିତ ।
What's Your Reaction?