ଚିକିଟି ବିଷାକ୍ତ ମଦ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

Aug 31, 2024 - 11:43
 0  5
ଚିକିଟି ବିଷାକ୍ତ ମଦ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଚିକିଟି ବିଷାକ୍ତ ମଦ ଘଟଣାରେ ଆଜି ଆଉ ଜଣଙ୍କର ଚାଲିଗଲା ଜୀବନ। ଫଳରେ ୩କୁ ବୃଦ୍ଧି ପାଇଛି ମଦମୃତ୍ୟୁ ସଂଖ୍ୟା । ମୃତକ ଲକ୍ଷ୍ମଣ ବେହେରା ଏମ୍‌‌କେସିଜି ଆଇସିୟୁରେ ଥିଲେ ଚିକିତ୍ସାଧୀନ । ଘଟଣାରେ ଅନ୍ୟ ୪ଜଣ ଏବେବି ଏମକେସିଜିରେ ରହିଛନ୍ତି ଚିକିତ୍ସାଧୀନ। ସୂଚନା ଅନୁସାରେ ଗଞ୍ଜାମ ଜିଲାର ଚିକିଟିରେ ବିଷାକ୍ତ ମଦ ଖାଇ ପୂର୍ବରୁ ଦୁଇ ଜଣଙ୍କ ହୋଇଥିଲା ମୃତ୍ୟୁ।

What's Your Reaction?

like

dislike

love

funny

angry

sad

wow