ଜଳୁଛି ଆମେରିକା କାଲିଫର୍ଣ୍ଣିଆର ଜଙ୍ଗଲ,ପାଉଁଶ ହେଇଗଲାଣି ଅନେକ ତାରକାଙ୍କ ଦାମୀ ବଙ୍ଗଳା

Jan 10, 2025 - 14:54
 0  2
ଜଳୁଛି ଆମେରିକା କାଲିଫର୍ଣ୍ଣିଆର ଜଙ୍ଗଲ,ପାଉଁଶ ହେଇଗଲାଣି ଅନେକ ତାରକାଙ୍କ ଦାମୀ ବଙ୍ଗଳା

ଜଳୁଛି ଆମେରିକା କାଲିଫର୍ଣ୍ଣିଆର ଲସ୍‌ ଏଞ୍ଜଲିସ୍‌ ଜଙ୍ଗଲ । ବର୍ତ୍ତମାନ ସୁଦ୍ଧା ଜଳିପୋଡି ପାଉଁଶ ହେଇଗଲାଣି ୨୮ହଜାର ଏକର ଜମି ସମେତ ଅନେକ ତାରକାଙ୍କ ଦାମୀ ବଙ୍ଗଳା । ଗତକାଲି ସୁଦ୍ଧା ୫ ଜଣଙ୍କ ଜୀବନ ଯାଇଥିବା ବେଳେ ଆଜି ଆହୁରି ୫ ଜଣଙ୍କ ଜୀବନ ଯାଇଥିବା ମିଳିଛି ସୂଚନା । ନିଆଁକୁ ନିୟନ୍ତ୍ରଣ କରିବା ହୋଇପଡିଛି କଷ୍ଟକର । ଅଗ୍ନିକାଣ୍ଡ ଏତେ ଭୟଙ୍କର ହୋଇଛି ଯେ  ଘୋଷଣା କରାଯାଇଛି ଜରୁରୀକାଳୀନ ପରିସ୍ଥିତି ।

What's Your Reaction?

like

dislike

love

funny

angry

sad

wow