ଦିଲ୍ଲୀ ଆତଙ୍କୀ ଆକ୍ରମଣ ଘଟଣାରେ ନୂଆ ରହସ୍ୟ ଉନ୍ମୋଚନ

Dec 28, 2025 - 18:54
 0  2
ଦିଲ୍ଲୀ ଆତଙ୍କୀ ଆକ୍ରମଣ ଘଟଣାରେ ନୂଆ ରହସ୍ୟ ଉନ୍ମୋଚନ

ଦିଲ୍ଲୀ ଆତଙ୍କୀ ଆକ୍ରମଣ ଘଟଣାରେ ନୂଆ ରହସ୍ୟ ଉନ୍ମୋଚନ।ମାଷ୍ଟରମାଇଣ୍ଡ ଡାକ୍ତର ମୁଜମ୍ମିଲ୍ ଗିରଫ ହେବା ପରେ ଡାକ୍ତର ଉମର ଓ ବିଲାଲ୍ ଏକ ଟାବଲେଟ୍ ଭାଙ୍ଗି ନଷ୍ଟ କରି ଦେଇଥିଲେ ବୋଲି ଜଣାପଡ଼ିଛି ଏନଆଇଏ ତଦନ୍ତରୁ  ।  ଫରିଦାବାଦର ଆଲ୍-ଫଲାହ୍ ବିଶ୍ୱବିଦ୍ୟାଳୟରେ ଡିସେମ୍ବର ୨୩ ତାରିଖ ସନ୍ଧ୍ୟାରେ ଏନଆଇଏ ତଦନ୍ତ କରି ଜବତ କରିଛି  ଡାକ୍ତର ଉମରଙ୍କ ରୁମରୁ ଭଙ୍ଗା ଟାବଲେଟର କିଛି ଯନ୍ତ୍ରାଂଶ ।  ଏହି ଟାବଲେଟରେ ଥିଲା  ମୋଡିଫାଇଡ୍ ଡ୍ରୋନ୍, ରକେଟର ସ୍କେଚ୍ ଏବଂ ଆତଙ୍କବାଦୀ ମଡ୍ୟୁଲ୍ ସମ୍ପର୍କୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଗିରଫ ଜସିର୍ ବିଲାଲ୍ ୱାନି -ଡାନିଶର ସୂଚନା ପରେ ହୋଇଥିଲା ଏହି ଛାନବିନ୍ ।

What's Your Reaction?

like

dislike

love

funny

angry

sad

wow