ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୪ ବର୍ଷ କାରାଗାର ଦଣ୍ତାଦେଶ

Jan 17, 2025 - 14:04
 0  3
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୪ ବର୍ଷ କାରାଗାର ଦଣ୍ତାଦେଶ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୪ ବର୍ଷ କାରାଗାର ଦଣ୍ତାଦେଶ । ଏହାସହ ଇମ୍ରାନଙ୍କ ପତ୍ନୀ ବୁଶରା ବୀବୀଙ୍କୁ ମଧ୍ଯ ୭ ବର୍ଷ ପାଇଁ ଦିଆଯାଇଛି କାରାଗାର ଦଣ୍ତ । ଅଲ୍‌ କାଦିର ଟ୍ରଷ୍ଟ ଦୁର୍ନୀତି ମାମଲାରେ ତାଙ୍କୁ ଏହି ଦଣ୍ତାଦେଶ ଶୁଣାଇଛନ୍ତି ପାକିସ୍ତାନ ଅଦାଲତ।

What's Your Reaction?

like

dislike

love

funny

angry

sad

wow