ପିଓକେ-ଅକ୍ସାଇ ଚୀନ୍‌କୁ ଭାରତର ଅଂଶ ଦର୍ଶାଉଥିବା ମାନଚିତ୍ର ହଟାଇଲା ଆମେରିକା

Feb 11, 2026 - 17:36
 0  1
ପିଓକେ-ଅକ୍ସାଇ ଚୀନ୍‌କୁ ଭାରତର ଅଂଶ ଦର୍ଶାଉଥିବା ମାନଚିତ୍ର ହଟାଇଲା ଆମେରିକା

ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ ପକ୍ଷରୁ ପାକ୍ ଅଧିକୃତ କାଶ୍ମୀର ଓ ଅକ୍ସାଇ ଚୀନ୍‌କୁ ମାତ୍ର ୩ ଦିନ ପୂର୍ବରୁ ଭାରତର ଅଂଶ ଭାବରେ ଦର୍ଶାଉଥିବା ମାନଚିତ୍ରକୁ କରାଯାଇଛି ନିଶ୍ଭିହ୍ନ । ୭ ଫେବ୍ରୁଆରି ଦିନ ଏହି ମାନଚିତ୍ରଟି ପ୍ରକାଶିତ ହୋଇଥିଲା  ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଅବସରରେ । ଏଥିରେ ଦର୍ଶାଯାଇଥିଲା ଭାରତରେ ଆମେରିକୀୟ ସାମଗ୍ରୀର ସମ୍ଭାବ୍ୟ ପ୍ରବେଶକୁ  । ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ ପକ୍ଷରୁ ମାନଚିତ୍ରକୁ ଉଡ଼ାଇ ଦେବା ସମ୍ପର୍କରେ ଦିଆଯାଇନାହିଁ କୌଣସି ସ୍ପଷ୍ଟୀକରଣ । ବିଶ୍ୱ ହତବାକ l

What's Your Reaction?

like

dislike

love

funny

angry

sad

wow