ପୁଣି ଓପାସରେ ପ୍ରଭୁ ଲିଙ୍ଗରାଜ

Apr 6, 2026 - 17:14
 0  0
ପୁଣି ଓପାସରେ ପ୍ରଭୁ ଲିଙ୍ଗରାଜ

ପୁଣି ଓପାସରେ ପ୍ରଭୁ ଲିଙ୍ଗରାଜ । ଦୁଇ ସେବାୟତ ମଧ୍ୟରେ କନ୍ଦଳ ଯୋଗୁଁ ସାହାଣ ମେଲା ପରଠାରୁ ବନ୍ଦ କରାଯାଇଛି ନୀତିକାନ୍ତି । ଏଥିସହ ସେବାୟତ ମଧ୍ୟରେ ସୃଷ୍ଟି ହୋଇଛି  ଧସ୍ତାଧସ୍ତି ପରିସ୍ଥିତି।ସକାଳ ପ୍ରାୟ ୧୦ଟା ସମୟରେ ପ୍ରଭୁ ଲିଙ୍ଗରାଜଙ୍କୁ ଘୋଡାଇ ରଖିଥିବା ରୂପା ଘୋଡ଼କୁ ଜଣେ ସେବାୟତ କାଢ଼ି ନେବା ଘଟଣାରୁ ଉପୁଜିଥିଲା ବିବାଦ ।

What's Your Reaction?

like

dislike

love

funny

angry

sad

wow