ପୁରୀ ଜିଲ୍ଲା କଣାସରେ ବେକାବୁ ଡାଇରିଆ
ପୁରୀ ଜିଲ୍ଲା କଣାସରେ ବେକାବୁ ହେଉଛି ଡାଇରିଆ। ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କର ହେଲାଣି ମୃତ୍ୟୁ । ଦୟା ନଦୀ ପାଣି ବିଷାକ୍ତ ହୋଇଥିବାରୁ ବଢୁଛି ବିପଦ । ତେଣୁ ଏହି ପାଣିକୁ ବ୍ୟବହାର କରନ୍ତୁ ନାହିଁ ବୋଲି ଘଣ୍ଟ ବଜାଇ କରାଯାଇଛି ସତର୍କ ।ବିଶେଷ କରି ଦୟାନଦୀର ତଳିଆ ଅଞ୍ଚଳ ଜାଗୁଳାଇପଦର, ନୂଆ ଗାଁ ଗଡିଶାଗୋଦାରେ ବ୍ୟାପୁଛି ଝାଡାବାନ୍ତି । ଏବେ ସୁଦ୍ଧା ୧୫ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଭୁବନେଶ୍ବର ଓ ପୁରୀରେ ହେଉଛନ୍ତି ଚିକିତ୍ସିତ ।
What's Your Reaction?