ବଦ୍ରୀନାଥର ଅନେକ ସ୍ଥାନରେ ଲୋକଙ୍କର ଯାତାୟତକୁ ପ୍ରଭାବିତ କରିଛି ଆବର୍ଜନା
ବଦ୍ରୀନାଥର ଅନେକ ସ୍ଥାନରେ ଲୋକଙ୍କର ଯାତାୟତକୁ ପ୍ରଭାବିତ କରିଛି ଆବର୍ଜନା। ବର୍ଷା ପରେ ଆବର୍ଜନା ଆସିବାରୁ ଶନିବାର ସକାଳେ ବଦ୍ରିନାଥ ରାଜପଥ ହୋଇଛି ଅବରୋଧ।ରାଜପଥ ଖୋଲିବା ପାଇଁ ଏନ୍ଏଚ୍ ଓ ବିଆରଓର ଟିମ୍ ସକାଳୁ ହୋଇଛନ୍ତି ନିୟୋଜିତ।ଚମୋଲି ଓ ନନ୍ଦପ୍ରୟାଗ ମଧ୍ୟରେ ତିନୋଟି ସ୍ଥାନରେ ବଦ୍ରିନାଥ ରାଜପଥ ହୋଇଛି ଅବରୋଧ । ଚୋପ୍ଟା ମୋଟରୱେରେ କାନ୍ଥ ଭୁଶୁଡ଼ି ପଡ଼ିବା ରୁ ବଡ଼ ବଡ଼ ଯାନବାହନ ପାଇଁ ରାସ୍ତା ହୋଇଛି ଅବରୋଧ।
What's Your Reaction?