ବନ୍ଦର ଅଜବ ପ୍ରଭାବ, ପେଟ୍ରୋଲ ପମ୍ପରେ କର୍ମଚାରୀଙ୍କ କ୍ରିକେଟ ମ୍ୟାଚ୍
ସାଧାରଣ ଦିନରେ ଯେଉଁ ପେଟ୍ରୋଲ ପମ୍ପରେ ଗାଡ଼ିର ଭିଡ଼ ଓ ଗ୍ରାହକଙ୍କ ଲମ୍ବା ଲାଇନ୍ ଲାଗିଥାଏ, ଆଜି ସେହି ସ୍ଥାନରେ ଦେଖିବାକୁ ମିଳିଛି କ୍ରିକେଟ ମ୍ୟାଚ୍ । ଭୁବନେଶ୍ୱର ୟୁନିଟ୍-୨ ପେଟ୍ରୋଲ ପମ୍ପରୁ ଆସିଛି ଏଭଳି ରୋଚକ ଦୃଶ୍ୟ ।
ସାଧାରଣ ଦିନରେ ଯେଉଁ ପେଟ୍ରୋଲ ପମ୍ପରେ ଗାଡ଼ିର ଭିଡ଼ ଓ ଗ୍ରାହକଙ୍କ ଲମ୍ବା ଲାଇନ୍ ଲାଗିଥାଏ, ଆଜି ସେହି ସ୍ଥାନରେ ଦେଖିବାକୁ ମିଳିଛି କ୍ରିକେଟ ମ୍ୟାଚ୍ । ଭୁବନେଶ୍ୱର ୟୁନିଟ୍-୨ ପେଟ୍ରୋଲ ପମ୍ପରୁ ଆସିଛି ଏଭଳି ରୋଚକ ଦୃଶ୍ୟ । ଓଡ଼ିଶା ବନ୍ଦ ଯୋଗୁଁ ଯାନବାହନ ଚଳାଚଳ କମିଥିବା ବେଳେ ପେଟ୍ରୋଲ ପମ୍ପରେ ମଧ୍ୟ ଗ୍ରାହକଙ୍କ ଭିଡ଼ ନାହିଁ । ତେଣୁ କାମର ଚାପ ନଥିବାରୁ ପମ୍ପର କର୍ମଚାରୀମାନେ ସେଠାରେ ବ୍ୟାଟ୍ ଓ ବଲ୍ ଧରି କ୍ରିକେଟ ଖେଳି ସମୟ କାଟୁଥିବା ଦେଖିବାକୁ ମିଳିଛି ।
What's Your Reaction?