ବର୍ଷାରେ ଭିଜିପାରେ ନୂଆ ବର୍ଷ
ଏଥର ବର୍ଷାର ଭିଜିପାରେ ନୂଆ ବର୍ଷ। କାରଣ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଏକ ଘୂର୍ଣ୍ଣିବଳୟ।ପାଣିପାଗବିତଙ୍କ ଆକଳନ ଅନୁସାରେ, ଡିସେମ୍ବର ୩୧ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ରହିଛି ସମ୍ଭାବନା । ପରେ ଏହା ନେଇପାରେ ଲଘୁଚାପର ରୂପ । କିନ୍ତୁ ଏବେଠୁ ସବୁ କିଛି ଆକଳନ କରିବା ନୁହେଁ ସମ୍ଭବପର । ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି କମ୍ । ତେବେ ସମୁଦ୍ରରେ ୭ ଦିନ ଯାଏଁ ସକ୍ରିୟ ରହିବ ଘୂର୍ଣ୍ଣିବଳୟ ।
What's Your Reaction?