ବିଜେଡ଼ି ଛାଡ଼ିଲେ ଏନ୍ ଭାସ୍କର ରାଓ ଏବଂ ଲାଲବିହାରୀ ହିମିରିକା
ବିଜେଡିକୁ ମିଳିଛି ଦୁଇଟି ବଡ ଝଟକା । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ତଥା ଅଭିଜ୍ଞ ନେତା ଏନ୍ ଭାସ୍କର ରାଓ ଏବଂ ଲାଲ ବିହାରୀ ହିମରିକା । ଏନେଇ ସେ ସାମ୍ବାଦିକ ସମ୍ମିଳନୀରେ କରିଛନ୍ତି ଘୋଷଣା । ବିଜେଡିର କାର୍ଯ୍ୟକଳାପକୁ ନେଇ ଅସନ୍ତୁଷ୍ଟ ଥିଲେ ଉଭୟ।ତେବେ ଉଭୟ ନେତା ଦଳ ଛାଡ଼ିବା ପରେ ବିଜୁ ସ୍ୱାଭିମାନ ମଞ୍ଚ ନାଁରେ ଏକ ନୂଆ ଦଳ ଗଢ଼ିଥିବା ମିଳିଛି ସୂଚନା ।
What's Your Reaction?