ବିଜେଡିର ବସିବ ବଡ଼ ବୈଠକ।

Sep 25, 2024 - 15:07
 0  2
ବିଜେଡିର ବସିବ ବଡ଼ ବୈଠକ।

ବିଜେଡିର ବସିବାକୁ ଯାଉଛି ବଡ଼ ବୈଠକ। ଏଥିରେ ଅଧ୍ୟକ୍ଷତା କରିବେ ଖୋଦ୍‌ ବିଜେଡି ମୂଖ୍ୟ ନବୀନ ପଟ୍ଟନାୟକ। ଆସନ୍ତା ୨୭ ତାରିଖ ଶୁକବ୍ରାର ଶଙ୍ଖ ଭବନରେ ଏକାଠି ହେବେ ବିଜେଡିର ସବୁ ବରିଷ୍ଠ ନେତା ଓ ଜିଲା ସଭାପତି। ପ୍ରତି ଜିଲାକୁ ଯାଇ ଦଳୀୟ କର୍ମୀ ଓ ନେତାଙ୍କୁ ଭେଟି ନିର୍ବାଚନ ପରାଜୟର କାରଣ ଖୋଜିବା ସହ ଦଳକୁ କିପରି ପୂର୍ବପରି ସୁଦୃଢ କରିହେବ ସେନେଇ ହେବ ଆଲୋଚନା।

What's Your Reaction?

like

dislike

love

funny

angry

sad

wow