ବ୍ରହ୍ମ ତାଳଧ୍ବଜ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କାର ଅନୁଦାନ ମଞ୍ଜୁର
କେନ୍ଦ୍ରାପଡ଼ା ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର। ବିଗତ କିଛି ବର୍ଷ ଧରି ରଥର ୧୪ଟି ଚକ ଠିକ ନ ଥିବାରୁ ରଥଟଣା ବେଳେ ସୃଷ୍ଟି ହେଉଥିଲା ବିଭିନ୍ନ ସମସ୍ୟା।ବାହୁଡା଼ ଯାତ୍ରା ସମୟରେ ମଧ୍ୟ ପରିଲକ୍ଷିତ ହେଉଥିଲା ସମାନ ପରିସ୍ଥିତି,ଯାହାକୁ ନେଇ ଅସନ୍ତୋଷ ହେଉଥିଲେ ଭକ୍ତ।
What's Your Reaction?