ମାଓ ମୁକ୍ତ ଅଭିଯାନରେ ବଡ଼ ସଫଳତା
ମାଓ ମୁକ୍ତ ଅଭିଯାନରେ ବଡ଼ ସଫଳତା। ଛତିଶଗଡ଼ ଜଗଦଲପୁରରେ AK-47 ଏବଂ SLR ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି ଟପ୍ ମାଓନେତା ତଥା ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ମୁଖ୍ୟ ପାପା ରାଓ। ପୁନର୍ବାସ ପାଇଁ ୧୨ ଜଣ ନକ୍ସଲ ସାଥୀଙ୍କ ସହିତ ପାପା ରାଓ ପହଞ୍ଚିଛନ୍ତି ଜଗଦଲପୁର । ମାର୍ଚ୍ଚ ୩୧ ପାଖେଇ ଆସୁଥିବା ବେଳେ ଖାଲି ହେବାକୁ ଲାଗିଛି ମାଓ ଗଡ଼ ।
What's Your Reaction?