ମାସେ ବଢ଼ିଲା ପିୟୁସିସି ଅବଧି

In another development, vehicle owners who have not obtained pollution certificates have received some temporary relief. The government has extended the deadline for completing valid vehicle documents until February 1. Instructions have been issued to complete all necessary documentation within one month. This information was shared by Transport Minister Bibhuti Jena. Earlier, it was decided to strictly enforce the rules from January 1.

Dec 24, 2025 - 14:42
 0  1
ମାସେ ବଢ଼ିଲା ପିୟୁସିସି ଅବଧି

ପ୍ରଦୂଷଣ ପ୍ରମାଣପତ୍ର କରାଇ ନଥିବା ଗାଡ଼ି ଚାଳକଙ୍କୁ ମିଳିଲା ସାମାନ୍ୟ ଆଶ୍ବସ୍ତି।ଗାଡ଼ିର ବୈଧ କାଗଜପତ୍ର କରାଇବା ପାଇଁ ବଢ଼ିଲା ସମୟ ଅବଧି  । ଫେବୃଆରି ପହିଲା ପର୍ଯ୍ୟନ୍ତ ସମୟ ଅବଧି ରଖିଛନ୍ତି ସରକାର । ମାସକ ଭିତରେ ସମସ୍ତ ପ୍ରକାର କାଗଜପତ୍ର କାମ ସାରିବାକୁ ଦିଆଯାଇଛି ନିର୍ଦ୍ଦେଶ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ପୂର୍ବରୁ ଜାନୁଆରି ୧ରୁ କଡ଼ାକଡ଼ି ଭାବେ  ନିୟମ ଲାଗୁ ପାଇଁ ହୋଇଥିଲା ନିଷ୍ପତ୍ତି। 

What's Your Reaction?

like

dislike

love

funny

angry

sad

wow